ଦୂଷକ
ଦେଖଣା
ଦୂଷକ
ଉଚ୍ଚାରଣ
[ସମ୍ପାଦନା](ଦୂଷିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଦୂଷ୍ ଧାତୁ+ କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଅପବାଦ ଦିଏ; ନିନ୍ଦକ —୧. Blaspheming; blaming; defaming.
- ୨. ଦୋଷଦର୍ଶକ —୨. Fault-finding.
- ୩. ଦୋଷଜନକ —୩. Condemnable.
- ୪. ଯେ ଦୂଷିତ କରେ —୪. Corrupting; defiling.
- ୫. ଯେ ପୁରୁଷ କୌଣସି ବାଳିକା ବା ଯୁବତୀକୁ ଅବୈଧ ଉପାୟରେ ସଙ୍ଗମ କରେ —୫. (a man) Seducing or violating a girl or woman; revishing; deflowering.