Jump to content

ଦୂଷଣ ଅରି

ଉଇକିଅଭିଧାନ‌ରୁ

ଦୂଷଣ ଅରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୂଷଣାରି)

[ସମ୍ପାଦନା]

ଦୂଷଣ ରାକ୍ଷସର ବିନାଶକର୍ତ୍ତା; ରାମଚନ୍ଦ୍ର —A name of Rāmachandra.

ବିଜେ ଦୂଷଣଅରି ଭୀଷଣଗଣ ମାରି ଲକ୍ଷ୍ମଣ ସହିତରେ ଯେ ଭଞ୍ଜ; ବୈଦେହୀଶବିଳାସ