Jump to content

ଦୂଷିକା

ଉଇକିଅଭିଧାନ‌ରୁ

ଦୂଷିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୂଷିକ+ ସ୍ତ୍ରୀ+ଆ)

[ସମ୍ପାଦନା]

ଦୂଷଣ କାରିଣୀ — A maliging (woman).

ବିଶେଷ୍ୟ - (ଦୂଷି+ ସ୍ୱାର୍ଥେ. କ+ ଆ)

[ସମ୍ପାଦନା]
୧. ନେତ୍ର ମଳ — ୧. Rheum of the eye.
୨. ଢୁଳିକା —୨. Painter's brush.