ଦୂଷିତ
ଦେଖଣା
ଦୂଷିତ
ଉଚ୍ଚାରଣ
[ସମ୍ପାଦନା](ଦୂଷିତା—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (ଦୂଷ୍ ଧାତୁ= ଦୋଷଯୁକ୍ତ ହେବା+ କର୍ମ. ତ)
- ୧. ଯାହାର ମହତ୍ତ୍ୱ ନଷ୍ଟ କରା ଯାଇଅଛି — ୧. Dishonooured.
- ୨. ଦୋଷପ୍ରାପ୍ତ; ଦୁଷ୍ଟ —୨. Corrupted.
- ୩. କଳୁଷିତ; କଳଙ୍କିତ —୩. Spoiled; stained.
- ୪. ନିନ୍ଦିତ; ଗର୍ହିତ —୪. Condemnable.
- ୫. ପାପିଷ୍ଠ; ପାପପୂର୍ଣ୍ଣ —୫. Sinful.
- ୬. ଅପବିତ୍ରୀକୃତ —୬. Defiled; polluted; conta; minated; tained.
- ୭. ଅପବାଦଗ୍ରସ୍ତ — ୭. Calumniated; scandalised.
- ୮. ମୈଥୁନାବାଦଯୁକ୍ତ — ୮. Scandalised for sexual intercourse.
ଧ୍ୱନି (ମାନକ ଓଡ଼ିଆ) (file)