Jump to content

ଦୂଷିବା

ଉଇକିଅଭିଧାନ‌ରୁ

ଦୂଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦୋଷାରୋପ କରିବା; ନିନ୍ଦା କରିବା — ୧. To accuse; to blame.

ଅଦୁଷ୍ଟ ଦୁଃଖ ସୁଖ ଦିଏ ଅନେ ଦୂଷିବା ନ ଯୋଗାଏ—ଜଗନ୍ନାଥ. ଭାଗବତ

୨. କଳଙ୍କିତ କରିବା —୨. To stigmatise.