Jump to content

ଦୂଷୀ ବିଷ

ଉଇକିଅଭିଧାନ‌ରୁ

ଦୂଷୀ ବିଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୁଶ୍ରୁତ ଅନୁସାରେ ଦେହର ଅଭ୍ୟନ୍ତରରେ ବ୍ୟାପି ରହିବା ଏକପ୍ରକାର ବିଷ (ହିନ୍ଦୀ - ଶବ୍ଦସାଗର) — A kind of poison which circulates in the system.

[ଦ୍ରଷ୍ଟବ୍ୟ —କୌଣସି ପ୍ରକାର ସ୍ଥାବର, ଜଙ୍ଗମ ବା କୃତ୍ତ୍ରିମ ବିଷ ଶରୀରରେ ପ୍ରବେଶ କରି ତାହା ଦେହରୁ ବାହାରି ନ ଗଲେ ବା ଔଷଧ ଓ ଉପଚାରଦ୍ୱାରା ନଷ୍ଟ ନ ହେଲେ ତାହାକୁ ଦୂଷୀ ବିଷ ବା ହୀନ ବିଷ ବୋଲାଯାଏ ଯାହା ଦେହରେ ଏ ବିଷ ରହେ, ତାହା ଦେହ ହଳଦିଆ ପଡ଼ିଯାଏ, ମଳର ରଙ୍ଗ ବଦଳିଯାଏ, ମୁହଁରୁ ଦୁର୍ଗନ୍ଧ ବାହାରେ, ଶୋଷ ଓ ମୂର୍ଚ୍ଛା ହୁଏ, କେଶ ଓ ଲୋମ ଉପୁଡ଼ି ଯାଏ, ଦେହରେ ଚେକା ଦାଗମାନ ବାହାରେ ଓ ହାତ ଗୋଡ଼ ଫୁଲିଯାଏ ହିନ୍ଦୀ - ଶବ୍ଦସାଗର]