Jump to content

ଦୃକ

ଉଇକିଅଭିଧାନ‌ରୁ

ଦୃକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୃକ୍)

[ସମ୍ପାଦନା]

ଚକ୍ଷୁ; ଆଖି — Eye.

ସୀତାଯୁକ୍ତ ଦିବ୍ୟାୟୁଧ ଅମ୍ୱୁଜର ଦୃକ ଭୀମ ତୋଷ ଦାନେ ରାମ ମୃର୍ତ୍ତି ବନ୍ଦେ ଲୋକ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

ଦେଶଜ - ଅ

[ସମ୍ପାଦନା]

ପରି; ସଦୃଶ୍ୟ —Like.

ବକ ପୁଷ୍ପମାଳା ମାଳିକ; ବିକ୍ରୟ ଚାମ୍ପ ଡ଼ାରୁ ଟେକିଲା ଦୃକ ଭଞ୍ଜ. ବୈଦେହୀଶବିଳାସ