Jump to content

ଦୃକ୍

ଉଇକିଅଭିଧାନ‌ରୁ

ଦୃକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ= ଦେଖିବା+ କରଣ କ୍ୱିପ୍; ଦୃଶ୍ ଶବ୍ଦ; ୧ମା ୧ବ)

[ସମ୍ପାଦନା]
୧. ଦର୍ଶନେନ୍ଦ୍ରିୟ; ଚକ୍ଷୁଃ —୧. Eye.
୨. (+ ଭାବ. କ୍ୱିପ୍) ଦୃଷ୍ଟି —୨. Eye sight.
୩. ଜ୍ଞାନ —୩. Wisdom.
୪. (+ କର୍ତ୍ତୃ. କ୍ୱିପ୍)— ସାକ୍ଷୀ — ୪. Witness; eye-witness.

ବିଶେଷଣ -

[ସମ୍ପାଦନା]
୧. ଦର୍ଶକ; ଯେ ଦେଖେ —୧. Seeing.
୨. (+ କର୍ମ. କ୍ୱିପ୍) ଯାହା (ଅମୁକ ପରି) ଦିଶେ — ୨. Looking like; appering like.
୩. ଯେ ଜାଣେ — ୩. Knowing; having an insight into.

[ଦ୍ରଷ୍ଟବ୍ୟ —ଏ ଶବ୍ଦର ମୂଳ ଆକାର ଦୃଶ୍, ଏହି ଶବ୍ଦ ଅନ୍ୟ ଶବ୍ଦ ପୂର୍ବେ ସମାସରେ ବ୍ୟବହୃତ ହେଲେ ବିଶେଷ ଅର୍ଥ ପ୍ରକାଶ କରେ ଯଥା—ଦୃକ୍କୋଣ, ଦୃକ୍ପାତ ଇତ୍ୟାଦି; ଅନ୍ୟ ଶବ୍ଦ ପରେ ବ୍ୟବହୃତ ହେଲେ ବିଶେଷଣ ଅର୍ଥ ପ୍ରକାଶ କରେ ଯଥା—ଦୋଷଦୃକ, ଯାଦୃକ୍, ଈଦୃକ୍, ଶାସ୍ତ୍ରଦୃକ୍ ଇତ୍ୟାଦି]