ଦୃକ୍ପାତ
ଦେଖଣା
ଦୃକ୍ପାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍;ଦୃକ୍+ପାତ)
[ସମ୍ପାଦନା]- ୧. ନେତ୍ରପାତ; ଦୃଷ୍ଟିପାତ; ଆଖି ପକାଇବା; ଦେଖିବା; ଅବଲୋକନ — ୧. A look; casting of a glance; seeing.
- ୨. ଦର୍ଶନ —୨. Sight; view; a glance.
- ୩. (ଲକ୍ଷଣାର୍ଥ)ମନୋଯୋଗ; ଖାତିର୍ — ୩. (figurative) care; attention.
(ଯଥା—ମୁଁ ଏତେ ଦୁଃଖ ପାଉଛି; ତଥାପି ମୋ ପୁଅର ଏଥିକି ଦୃକ୍ପାତ ନାହିଁ )