Jump to content

ଦୃକ୍ଶକ୍ତି

ଉଇକିଅଭିଧାନ‌ରୁ

ଦୃକ୍ଶକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଦୃଷ୍ଟି ଶକ୍ତି — ୧. Eyesight; power of seeing.
୨. ଜ୍ଞାନଶକ୍ତି; ବୋଧଶକ୍ତି —୨. Power or faculty of preception; insight.
୩. ପ୍ରକାଶ ରୂପ ଚୈତନ୍ୟ (ହିନ୍ଦୀ - ଶବ୍ଦସାଗର) — ୩. The Divine spirit as manifested.
୪. ଆତ୍ମା (ହିନ୍ଦୀ - ଶବ୍ଦସାଗର) ୪. Soul.