Jump to content

ଦୃକ୍ସିଦ୍ଧ

ଉଇକିଅଭିଧାନ‌ରୁ

ଦୃକ୍ସିଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍;ଦୃକଦ୍ୱାରା ସିଦ୍ଧ=)

[ସମ୍ପାଦନା]

(ଜ୍ୟୋତିଷ) ଯାହା ଦେଖିବାଦ୍ୱାରା ସିଦ୍ଧାନ୍ତ କରା ଯାଇଅଛି —(Astronomy) Arrived at after personal observation.

(ଯଥା—ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତଙ୍କ ପଞ୍ଜିକା ଦୃକ୍ସିଦ୍ଧ ଗଣନାଦ୍ୱାରା ଗଣିତ )