Jump to content

ଦୃଗ୍ଗୋଳ

ଉଇକିଅଭିଧାନ‌ରୁ

ଦୃଗ୍ଗୋଳ

ଉଚ୍ଚାରଣ

[ସମ୍ପାଦନା]

(ଦୃଗ୍ୱଳୟ—ଅନ୍ୟନାମ)

ସଂସ୍କୃତ - ବିଶେଷ୍ୟ - (ଦୃକ୍+ଗୋଳ=ମଣ୍ଡଳ)

[ସମ୍ପାଦନା]
୧. ଦୃଶ୍ୟମାନ ଦିଙୁଣ୍ଡଳ — ୧. The sensible horizon.
୨. (ଜ୍ୟୋତିଷ) ଊର୍ଦ୍ଧ୍ୱସ୍ୱସ୍ତିକ ଓ ଅଧଃସ୍ୱସ୍ତକ ବିନ୍ଦୁ ଭେଦ କରି ଅଙ୍କିତ କରାଯିବା କଳ୍ପିତ ବୃତ୍ତ, ଯହିଁରେ ଗ୍ରହ— ମାନଙ୍କର ଉଦୟ ଓ ସ୍ଥିତି କଳ୍ପନା କରାଯାଏ (ହିନ୍ଦୀ - ଶ) — ୨. (Astronomy) The imaginary circle passing through the zenith and the nadir on which the planets are taken to rise move.