Jump to content

ଦୃଢ଼କାଣ୍ଡ

ଉଇକିଅଭିଧାନ‌ରୁ

ଦୃଢ଼କାଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଦୃଢ଼+କାଣ୍ଡ)

[ସମ୍ପାଦନା]
୧. ବାଉଁଶ — ୧. The bamboo.
୨. ରୋହସ ତୃଣ —୨. A kind of grass.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହାର କାଣ୍ଡ ଦୃଢ଼ —Of strong stem.