ଦୃଢ଼ପ୍ରତିଜ୍ଞ
ଦେଖଣା
ଦୃଢ଼ପ୍ରତିଜ୍ଞ
ଉଚ୍ଚାରଣ
[ସମ୍ପାଦନା](ଦୃଢ଼ ପ୍ରତିଜ୍ଞା—ସ୍ତ୍ରୀ)
(ଦୃଢ଼ପ୍ରତିଜ୍ଞତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦୃଢ଼+ପ୍ରତିଜ୍ଞା)
[ସମ୍ପାଦନା]- ୧. ସ୍ଥିର ପ୍ରତିଜ୍ଞା; ଯାହାର ପ୍ରତିଜ୍ଞା ବା ବାକ୍ୟ ଅନ୍ୟଥା ହୁଏ ନାହିଁ —୧. Faithful to one's promise; determined; resolute; true to one's promise.
- ୨. ସ୍ଥିରବାକ୍ (ବ୍ୟକ୍ତି) — ୨. True to one's words (person).