Jump to content

ଦୃଢ଼ବାଦୀ

ଉଇକିଅଭିଧାନ‌ରୁ

ଦୃଢ଼ବାଦୀ

ଉଚ୍ଚାରଣ

[ସମ୍ପାଦନା]
(ଦୃଢ଼ବାଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ଦୃଢ଼+ବଦ୍ ଧାତୁ+କର୍ତ୍ତୃ ଇନ୍ ୧ମା୧ବ)

[ସମ୍ପାଦନା]

ଯେ ଆପଣା କଥାରୁ ବିଚଳିତ ହୁଏ ନାହିଁ — Who is true to his word.