Jump to content

ଦୃଢ଼ବୀଜ

ଉଇକିଅଭିଧାନ‌ରୁ

ଦୃଢ଼ବୀଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଢ଼+ବୀଜ)

[ସମ୍ପାଦନା]

ଯାହାର ବୀଜ ବା ମଞ୍ଜି ଟାଣୁଆ; କଠିନ ବୀଜଯୁକ୍ତ —Having hard seeds.

ବିଶେଷଣ -

[ସମ୍ପାଦନା]
୧. (କର୍ମଧା) ଟାଣୁଆ ମଞ୍ଜି ୧ . Hard seed.
୨. (ବହୁବ୍ରୀହି) ବରକୋଳି; ବଦର — ୨. The jujube tree.
୩. ଚାକୁଣ୍ଡା ଗଛ —୩. The Cassia Tora tree.
୪. କଳା ତୁଳସୀ — ୪. The black Holy Basil.
୫. ବବୁର (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୫. Babura (See)