ଦୃଢ଼ଭୂମି
ଦେଖଣା
ଦୃଢ଼ଭୂମି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଢ଼+ଭୂମି)
[ସମ୍ପାଦନା]- ୧. କଠିନ ଜମି; ଟାଣ ମାଟି — ୧. Hard soil.
- ୨. ଯୋଗଶାସ୍ତ୍ରରେ ମନକୁ ଏକାଗ୍ର ବା ସ୍ଥିର କରିବାର ଅଭ୍ୟାସ —୨. The habit of concentrating one's attention during J̄oga exercise.
[ ଦ୍ର—ଏହା ସାଧନ କରିବା ବ୍ୟକ୍ତିର ମନ ଅବିଚଳିତ ହୁଏ ଓ ଏ ଅବସ୍ଥା ପ୍ରାପ୍ତ ହେଲେ ଶୀଘ୍ର ବୈରାଗ୍ୟ ଜନ୍ମେ— ହିନ୍ଦୀ - ଶବ୍ଦସାଗର ]