ଦୃଢ଼ମୁଷ୍ଟି
ଦେଖଣା
ଦୃଢ଼ମୁଷ୍ଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଢ଼ା+ମୁଷ୍ଟି)
[ସମ୍ପାଦନା]- ୧. ବଦ୍ଧମୁଷ୍ଟି; ଦୃଢ଼ଭାବରେ ଆବଦ୍ଧ ବା ଭିଡ଼ାହୋଇଥିବା ମୁଠା —୧. Tight fist.
- ୨. (ବହୁବ୍ରୀହି) ମୁଠାଥିବା ଅସ୍ତ୍ର — ୨. Hilted weapon.
ବିଶେଷଣ -
[ସମ୍ପାଦନା]- ୧. ଯେ ନିଜର ମୁଠାକୁ ଟାଣ କରିଥାଏ — ୧. Tight-fisted.
- ୨. କୃପଣ; ବ୍ୟୟକୁଣ୍ଠ — ୨. Miserly; close-fisted; niggardly.
- ୩. ଯେଉଁ ଅସ୍ତ୍ରାଦିକୁ ଧରିବା ନିମନ୍ତେ ମୁଠାକୁ ଟାଣ କରିବା ଦରକାର —୩. Hilted (weapon); requiring to be held tightly.