Jump to content

ଦୃଢ଼ଲୋମା

ଉଇକିଅଭିଧାନ‌ରୁ

ଦୃଢ଼ଲୋମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଢ଼+ଲୋମନ୍)

[ସମ୍ପାଦନା]

ଖରଲୋମଶ; କର୍କଶ ଲୋମଯୁକ୍ତ; ଟାଆଁସା ବାଳୁଆ — Having tough or wiry hairs.

ବିଶେଷ୍ୟ -

[ସମ୍ପାଦନା]

ଶୂକର; ବରାହ; ବାର୍ହା —Hog; pig; boar.