ଦୃଢ଼ାଙ୍ଗ
ଦେଖଣା
ଦୃଢ଼ାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଦୃଢ଼ାଙ୍ଗୀ, ଦୃଢ଼ାଙ୍ଗାସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଢ଼+ଅଙ୍ଗ)
[ସମ୍ପାଦନା]- ୧. ସବଳ ଓ ହୃଷ୍ଟପୃଷ୍ଟ ଏବଂ କଷ୍ଟସହିଷ୍ଣୁଶରୀର —୧. Strong and hardy constitution.
- ୨. (ବହୁବ୍ରୀହି) ହୀରକ; ହୀରା —୨. Diamond (the hardest of all substances.)
- ୩. ଜୀରକ (ହିନ୍ଦୀ - ଶବ୍ଦସାଗର); ଜୀରା —୩. Cumin seed.
ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]ଦୃଢ଼କାୟ —Hardy; firm-bodied; having thick-set limbs.