Jump to content

ଦୃଢ଼ାୟୁଧ

ଉଇକିଅଭିଧାନ‌ରୁ

ଦୃଢ଼ାୟୁଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଢ଼+ଆୟୁଧ)

[ସମ୍ପାଦନା]

ଯାହାର ଆୟୁଧ ଅତିଶୟ ଦୃଢ଼ —Having a strong and invincible Weapon.

୧. ଶୂଳପାଣି; ପିନାକୀ; ମହାଦେବ —୧. God Ṡiba.
୨. ଧୃତରାଷ୍ଟ୍ରଙ୍କ ଏକପୁତ୍ର —୨. Name of a son of Dhṛutarāshṭra