Jump to content

ଦୃଢ଼ୀକୃତ

ଉଇକିଅଭିଧାନ‌ରୁ

ଦୃଢ଼ୀକୃତ

ଉଚ୍ଚାରଣ

[ସମ୍ପାଦନା]
(ଦୃଢ଼ୀକୃତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୃଢ଼+ଅଭୁତ ତଭାବେ. ଚ୍ୱି+କୃତ)

[ସମ୍ପାଦନା]

ଯାହାକୁ ଦୃଢ଼ କରାଯାଇ ଅଛି; କଠିନୀକୃତ — Made firm; strengthened.