Jump to content

ଦୃଢ଼ୀଭୂତ

ଉଇକିଅଭିଧାନ‌ରୁ

ଦୃଢ଼ୀଭୂତ

ଉଚ୍ଚାରଣ

[ସମ୍ପାଦନା]

(ଦୃଢ଼ୀଭାବ—ବି)

ସଂସ୍କୃତ - ବିଶେଷଣ - (ଦୃଢ଼+ଅଭୁତ ତଭାବେ ଚ୍ୱି+ଭୂତ)

[ସମ୍ପାଦନା]
୧. ଯାହା ଦୃଢ଼ ହୋଇଅଛି —୧. Tightened; made firm or fast; fastened.
୨. ଯାହା ଟାଣୁଆ ପାଲଟି ଯାଏ —୨. Hardened.