ଦୃଢ଼ କାୟ
(ଦୃଢ଼କାୟା—ସ୍ତ୍ରୀ)
(ଦୃଢ଼କାୟତା—ବି)
ସବଳ ଓ କଷ୍ଟସହିଷ୍ଣୁ ଶରୀର —Strong and hardy body.
ସବଳ ଓ ସହିଷ୍ଣୁ ଶରୀର ବିଶିଷ୍ଟୃ —Strongly built; having a strong physique; firm-bodied; having thick-set limbs.