ଦୃଢ଼ ଜବାବ୍
ସ୍ଥିର ଜବାବ; ଅଟଳ ଜବାବ୍ — A sure promise; inviolable promise.
ଯେଉଁ ବ୍ୟକ୍ତିର ବଚନ ଅଟଳ— (ଦୃଢ଼ ଜବାବୀ, ଦୃଢ଼ ଜବାବିଆ—ବିଣ) Of sure promise.