Jump to content

ଦୃଢ଼ ନିଶ୍ଚୟ

ଉଇକିଅଭିଧାନ‌ରୁ

ଦୃଢ଼ ନିଶ୍ଚୟ

ଉଚ୍ଚାରଣ

[ସମ୍ପାଦନା]
(ଦୃଢ଼ ନିଶ୍ଚୟା—ସ୍ତ୍ରୀ) 

(ଦୃଢ଼ ପାଦ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଦୃଢ଼+ନିଶ୍ଚୟ)

[ସମ୍ପାଦନା]
୧. ଯାହାର ସିଦ୍ଧାନ୍ତ ଅଟଳ —୧. Confident; certain; frim in one's conclusions or convictions.
୨. ସ୍ଥିର ପ୍ରତିଜ୍ଞା —୨. Of firm resolve.