Jump to content

ଦୃଢ଼ ବଦ୍ଧ

ଉଇକିଅଭିଧାନ‌ରୁ

ଦୃଢ଼ ବଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଉତ୍ତମରୂପେ ବନ୍ଧା ହୋଇଥିବା — ୧. Bound tightly.
୨. ଯାହା ଦୃଢ଼ ଭାବରେ ଧରା ହୋଇ ଥାଏ — ୨. Firmly grasped.

(ଯଥା—ଦୃଢ଼ବଦ୍ଧ ମୁଷ୍ଟି )