ଦୃଢ଼ ବନ୍ଧନ
ଟାଣୁଆ ବାନ୍ଧେଣୀ ; ଯେଉଁ ବନ୍ଧନ ଫିଟିବା ନାହିଁ — A tight bond.
ଯାହା ଟାଣୁଆ ହୋଇ ବନ୍ଧା ହୋଇ ଠାଏ — Firmly bound.