Jump to content

ଦୃଢ଼ ବଳ୍କଳ

ଉଇକିଅଭିଧାନ‌ରୁ

ଦୃଢ଼ ବଳ୍କଳ

ଉଚ୍ଚାରଣ

[ସମ୍ପାଦନା]
(ଦୃଢ଼ବକ୍କଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଢ଼+ବକ୍କଳ)

[ସମ୍ପାଦନା]

ଯେଉଁ ବୃକ୍ଷାଦିର ବକଳା ଖୁବ୍ ଦୃଢ଼ —(tree) Having hard bark.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗୁଆଗଛ (ହିନ୍ଦୀ - ଶବ୍ଦସାଗର) — ୧. Areca-nut tree.
୨. ଲକୁଚ (ଦେଖ) - —୨. Lakucha (See)