ଦୃଢ଼ ବ୍ରତ
ଦେଖଣା
ଦୃଢ଼ ବ୍ରତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଢ+ବ୍ରତ)
[ସମ୍ପାଦନା]- ୧. ଯେଉଁ ବ୍ରତ ବା ପ୍ରତିଜ୍ଞା ଅଲଙ୍ଘ୍ୟ —୧. Firm resolve or vow.
- ୨. ଅଧ୍ୟବସାୟ —୨. Preseverance.
- ୩. କଠୋର ତପଃସାଧନ — ୩. Inviolable penance.
(ଦୃଢ଼ବ୍ରତା—ସ୍ତ୍ରୀ)
ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]- ୧. ଅଧ୍ୟବସାୟବିଶିଷ୍ଟ — ୧. Persevering.
- ୨. ବ୍ରତପାଳନରେ ଅଟଳ — ୨. Strictly adhering to a vow.
- ୩. ଅବଲମ୍ୱିତ କାର୍ଯ୍ୟସାଧନାରେ ଦୃଢ଼ଯତ୍ନବିଶିଷ୍ଟ — ୩. Persistent; steady and firm in executing an undertaking or carying out a resolve or vow.
- ୪. ସ୍ଥିରସଂକଳ୍ପ —୪. Of fixed resolve.