Jump to content

ଦୃଢ଼ ସନ୍ଧି

ଉଇକିଅଭିଧାନ‌ରୁ

ଦୃଢ଼ ସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣପୁଲିଙ୍ଗ - (ବହୁବ୍ରୀହି; ଦୃଢ଼+ସନ୍ଧି)

[ସମ୍ପାଦନା]

ସଂହତ; ଦୃଢ଼ରୂପେ ମିଳିତ; ଦୃଢ଼ରୂପେ ଗ୍ରଥିତ — Compact; strongly knit; closely joined.