Jump to content

ଦୃଢ଼ ସ୍କନ୍ଧ

ଉଇକିଅଭିଧାନ‌ରୁ

ଦୃଢ଼ ସ୍କନ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଦୃଢ଼+ସ୍କନ୍ଧ)

[ସମ୍ପାଦନା]

ଯାହାର କାନ୍ଧଟାଣୁଆ — Tough-shouldered.

ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ କ୍ଷୀରକୋଳି ଗଛ — ୧. Euphorbia Pilulifera (tree).
୨. ପିଣ୍ଡଖର୍ଜ୍ଜୂର (ଦେଖ) - — ୨. Piṇḍakharjjūra (See).