ଦୃଢ଼ ହସ୍ତ
(ଦୃଢ଼ହସ୍ତା—ସ୍ତ୍ରୀ)
(ଦୃଢ଼ହସ୍ତତା—ବି)
ଯେଉଁ ବ୍ୟକ୍ତି ହତିଆର ଆଦିକୁ ଦୃଢ଼ରୂପେ ଧରିପାରେ — (a person) Holding weapons with a tight grip.
ଧୃତରାଷ୍ଟ୍ରଙ୍କ ଏକପୁତ୍ର —Name of a son of Dhṛutarāshṭra.