Jump to content

ଦୃତିହାର

ଉଇକିଅଭିଧାନ‌ରୁ

ଦୃତିହାର

ସଂସ୍କୃତ - ବିଶେଷ୍ୟ - (ଦୃତି+ହୃ. ଧାତୁ+କତ୍ତୃ. ଅ)

[ସମ୍ପାଦନା]
୧. ଦୃତିହରି (ଦେଖ) - ୧. Dṛutihari (See).
୨. ଭିସ୍ତିବାଲା; ଚମ ମୁଣାରେ ପାଣି ବୋହୁଥିବା ଲୋକ — ୨. A vistee; one who carries water in a leathern bag.