Jump to content

ଦୃବ୍ଧ

ଉଇକିଅଭିଧାନ‌ରୁ

ଦୃବ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୃଭ୍ ଧାତୁ= ଭୀତ ହେବା; ଗ୍ରନ୍ଥନ କରିବା+ତ)

[ସମ୍ପାଦନା]
୧. (କର୍ମ. ତ) ଗ୍ରଥିତ —୧, Sewn; arranged in an orderly manner.
୨. (+କର୍ତ୍ତୃ. ତ)—ଭୀତ —୨, Frightened; afraid.