Jump to content

ଦୃଶଦ୍ୱତୀ

ଉଇକିଅଭିଧାନ‌ରୁ

ଦୃଶଦ୍ୱତୀ

ଉଚ୍ଚାରଣ

[ସମ୍ପାଦନା]

(ଦୁଷଦ୍ୱତୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦୃଶଦ୍=ପଥର+ଅସ୍ତି ଅର୍ଥରେ ବତ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଆର୍ଯ୍ୟାବର୍ତ୍ତର ପୂର୍ବ ସୀମାରେ କଳ୍ପିତ ପ୍ରାଚୀନ ଭାରତର ନଦୀବିଶେଷ — ୧. Name of an ancient river said to flow by the eastern bounday of Northern India.

[ଦ୍ରଷ୍ଟବ୍ୟ —ଦୃଶଦ୍ଦତୀ ନଦୀର ନାମ ଋଗ୍ୱେଦରେ ଅଛି ସଂଭବତଃ ଏ ନଦୀର ଆଧିନିକ ନାମ ଘଗ୍ୱର ବା ରାଖୀ; ଏହା ଥାନେଶ୍ୱରର ୧୩: ମାଇଲ ଦକ୍ଷିଣରେ ବହୁଅଛି ମହାଭାରତରେ ଏ ନଦୀ କୁରୁକ୍ଷେତ୍ରର ଅନ୍ତର୍ଗତ ଥିବାର ବୋଲା ଯାଇଅଛି ମନୁସ୍ମୃତିରେ ଏହା ବ୍ରହ୍ମା— ବର୍ତ୍ତର ସୀମା ବୋଲି ଲେଖା ଅଛି (ହିନ୍ଦୀ - ଶବ୍ଦସାଗର) ପଶ୍ଚିମରେ ସରସ୍ୱତୀ ଓ ପୂର୍ବରେ ଦୃଶଦ୍ଦତୀ ନଦୀ ମଧ୍ୟସ୍ଥ ଅଞ୍ଚଳକୁ ଆର୍ଯ୍ୟବର୍ତ୍ତି ବୋଲା ଯାଉଅଛି]

୨. ଦୁର୍ଗା —୨. Goddess Furgā.
୩. ବିଶ୍ୱାମିତ୍ରଙ୍କର ଏକ ପତ୍ନୀ — ୩. Name of a wife of sage Biṡwāmitra.
(ଦୃଶଦ୍ୱାନ୍—ଫୁ) 

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ପ୍ରସ୍ତରମୟ — Stony; rocky.