Jump to content

ଦୃଶା

ଉଇକିଅଭିଧାନ‌ରୁ

ଦୃଶା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୃଶ୍ ଧାତୁ+କରଣେ. ଅ+ସ୍ତ୍ରୀ ଆ)

[ସମ୍ପାଦନା]

ଚକ୍ଷୁ —The eye.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୃଶ୍+ଆ; ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ, ଯଥା—ଈଦୃଶା, ମାଦୃଶା)

[ସମ୍ପାଦନା]

(ଅମୁକ) ପରି ଦେଖା ଯାଇଥିବା; ସଦୃଶା — Looking like; similar to