Jump to content

ଦୃଶାନ

ଉଇକିଅଭିଧାନ‌ରୁ

ଦୃଶାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃଶ ଧାତୁ+କର୍ମ. ଆନ)

[ସମ୍ପାଦନା]
୧. ପ୍ରକାଶ; ଆଭା —୧. Glamour.
୨. (କର୍ତ୍ତୃ. ଆନ) ବିରୋଚନ ଦୈତ୍ୟ (ହିନ୍ଦୀ - ଶବ୍ଦସାଗର) — ୨. the demon Birochana.
୩. ଆଚାର୍ଯ୍ୟ; ଗୁରୁ (ହିନ୍ଦୀ - ଶବ୍ଦସାଗର) —୩. Preceptor.
୪. ବ୍ରାହ୍ମଣ —୪. Brāhmaṇa.
୫. ପ୍ରଜାପାଳକ ରାଜା (ହିନ୍ଦୀ - ଶବ୍ଦସାଗର) — ୫. A king who pritects his subjects.