ଦୃଶି
ଦେଖଣା
ଦୃଶି
ଉଚ୍ଚାରଣ
[ସମ୍ପାଦନା](ଦୃଶୀ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦୃଶ୍ ଧାତୁ+କରଣ. ଇ)
[ସମ୍ପାଦନା]- ୧. ଚୁକ୍ଷ୍ମଃ —୧. The eye.
- ୨. (କର୍ମ. ଇ) ଶାସ୍ତ୍ର —୨. A book con taining religious precepts; scripture.
- ୩. (+ଭାବ. ଇ) ଦୃଷ୍ଟି (ହିନ୍ଦୀ - ଶବ୍ଦସାଗର) — ୩. Eyesight.
- ୪. ପ୍ରକାଶ (ହିନ୍ଦୀ - ଶବ୍ଦଶାଗର) —୪. Manifestation
- ୫. ଚେତନ ପୁରୁଷ (ହିନ୍ଦୀ - ଶବ୍ଦସାଗର) — ୫. Sentient being.