ଦୃଶ୍
ଦେଖଣା
ଦୃଶ୍(ଧାତୁ) —
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]ଦେଖିବା — To see.
ଦୃଶ୍
ଉଚ୍ଚାରଣ
[ସମ୍ପାଦନା]ଦୃଶା, ଦୃଶୀ ସ୍ତ୍ରୀ
ସଂସ୍କୃତ - ବିଶେଷ୍ୟ - (ଦୃଶ ଧାତୁ+କ୍ୱିପ୍)
[ସମ୍ପାଦନା]- ୧. ଦର୍ଶନ; ଦେଖିବା (ହିନ୍ଦୀ - ଶ) — ୧. Seeing.
- ୨. ଦୃଷ୍ଟି —୨. Eye sight.
ସେ ନରବର ଦୃଶେ ଆସି ଦୃଶ୍ୟ ହେଲେ—କୃଷ୍ଣସିଂହ. ମହାଭାରତ
- ୩. ନୟନ; ଆଖି —୩. Eye.
- ୪. ଦୁଇ ସଂଖ୍ୟା (ହିନ୍ଦୀ - ଶବ୍ଦସାଗର) — ୪. The number two.
- ୫. ଜ୍ଞାନ (ହିନ୍ଦୀ - ସବ୍ଦସାଗର) —୫. Knowledge.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ପ୍ରଦର୍ଶକ; ଦେଖାଇବାବାଲା (ହିନ୍ଦୀ - ଶ) — ୧. Showing.
- ୨. ଦେଖିବାବାଲା (ହିନ୍ଦୀ - ଶବ୍ଦସାଗର) —୨. Seeing.
- ୩. (ଅନ୍ୟ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ, ଯଥା— ଭାବାଦୃଶ୍, ଈଦୃଶ୍, ତାଦୃଶ)—(ଅମୁକର) ସଦୃଶ; ଅମୁକ ପରି ଦେଖା ଯାଉଥିବା —Like; looking like; similar to.