ଦୃଶ୍ୟ
ଦେଖଣା
ଦୃଶ୍ୟ
ଉଚ୍ଚାରଣ
[ସମ୍ପାଦନା](ଅଦୃଶ୍ୟ—ବିପରୀତ)
ସଂସ୍କୃତ - ବିଶେଷଣ - (ଦଶ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ଦେଖିବାର ଯୋଗ୍ୟ —୧. Worth seeing.
- ୨. ଦର୍ଶନୀୟ; ଯାହା ଦେଖାଯାଇ ପାରେ — ୨. Visible; perceptible.
- ୩. ସୁନ୍ଦର; ମନୋରମ — ୩. Beautiful; plesing to the eye.
- ୪. ପ୍ରକାଶ୍ୟ —୪. Manifest; apparent.
- ୫. ଜ୍ଞେୟ (ହି, ଶବ୍ଦସାଗର) —୫. Knowable.
ବିଶେଷ୍ୟ -
[ସମ୍ପାଦନା]- ୧. ଦର୍ଶନୀୟ ବସ୍ତୁ —୧. A thing worth seeing.
- ୨. ଏକ ସମୟରେ ମନୁଷ୍ୟକୁ ଚାରି ଆଡ଼େ ଦେଖାଯିବା ବସ୍ତୁ ଓ ସ୍ଥାନଚୟ —୨. A landscape; scenery.
- ୩. ଦର୍ଶନୀୟ ସ୍ଥାନ ଓ ବିଷୟ —୩. A scene.
- ୪. ଦେଖାଯିବା ସ୍ଥାନ ବା ପଦାର୍ଥ — ୪. A sight;a spectacle.
- ୫. ଦାର୍ଶନୀୟ ଘଟନା ବା ବିଷୟ — ୫. A phonomenon; a prospect.
- ୬. (ଦର୍ଶନ ଶାସ୍ତ୍ର) ଭୁତେନ୍ଦ୍ରିୟାସ୍ୱତ୍ମକ ଅଚେତନ ଜଡ଼ ବଗି (ହିନ୍ଦୀ - ଶ) —୬. (philosophy) The marerial world perceptible to the eye.
- ୭. (ଗଣିତ) କୌଣସି ଦତ୍ତ ବା ଜ୍ଞାନ ସଂଖ୍ୟା ବା ରାଶି — ୭. (mathenatiecs) A given number; a known quantity.
- ୮. ଯାହା ଅଭିନୟଦ୍ୱାରା ଦର୍ଶକମାନ୍ଙ୍କୁ ଦେଖାଇ ଯାଇ ପାରେ (ଯଥା ଦୃଶ୍ୟବାକ୍ୟ) —୮. (a drama) Which can be shown to spectators by acting.
- ୯. ତାମସା; ଦର୍ଶକମାନଙ୍କ ମନୋରଞ୍ଜନାର୍ଥ ପ୍ରଦର୍ଶିତ ନୃତ୍ୟ ଗୀତାଭିନୟାଦି —୯. A show; matters exhibited to attract people.
- ୧. ପ୍ରଦର୍ଶନ —୧୦. An Exhibition.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସମ୍ମୁଖ —Front; presence.
ଏହି ସମୟରେ ସୁଲସ୍ତ୍ୟ ମହରଷି ଭୀଷ୍ମଙ୍କର ଦୃଶ୍ୟର ହେଲେ ଆସି କୃଷ୍ଣସିଂହ ମହାଭାରତ ବନ