ଦୃଶ୍ୟ କାବ୍ୟ
ଦେଖଣା
ଦୃଶ୍ୟ କାବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଶ୍ୟ+କାବ୍ୟ)
[ସମ୍ପାଦନା]- ୧. ରଙ୍ଗାଳୟରେ ନାୟକ ନାୟିକାମାନଙ୍କଦ୍ୱାରା ଆଭିନୀତ କାବ୍ୟବିଶେଷ, ଯହିଁରେ ପାତ୍ରମାନେ ଅଙ୍ଗଭଙ୍ଗି ଆଦିଦ୍ୱାରା ମନୋଗତ— ଭାବ ବ୍ୟକ୍ତି କରି ଅଭିନୟ କରନ୍ତି — ୧. A pantomine; a drama chiefly representative in character; a drama acted by dumb show of gestures without speaking.
[ଦ୍ରଷ୍ଟବ୍ୟ —ଏହା ରୂପକ ଏବଂ ଉପରୂପକ ଭେଦରେ ବହୁବିଧି; ତହିଁ ମଧ୍ୟରୁ ନାଟକ ଏକପ୍ରକାର ଦୃଶ୍ୟ କାବ୍ୟ ଅଟେ]
- ୨. ନାଟକ —୨. Drama.