ଦୃଶ୍ୟ ପଟ
ରଙ୍ଗମଞ୍ଚର ପରଦା; ଯେଉଁ ପଟରେ ଅଭିନୟ ଦୃଶ୍ୟମାନ ଚିତ୍ରିତ ହୋଇଥାଏ —A scene; a canvass which depicts the scenes of a drama on the stage.