ଦୃଷ୍ଟ
ଦେଖଣା
ଦୃଷ୍ଟ
ଉଚ୍ଚାରଣ
[ସମ୍ପାଦନା](ଦୃଷ୍ଟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଦୃଶ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଯାହା ଦେଖା ଯାଇଅଛି; ଅବଲୋକିତ; ଦୀକ୍ଷିତ — ୧. Seen; observed.
- ୨. ପ୍ରତ୍ୟକ୍ଷ; ଗୋଚର —୨. Pereived by the senses.
- ୩. ଜ୍ଞାତ —୩. Known; apperent.
- ୪. ଲୌକିକ —୪. Ordinary; popular.
ବିଶେଷ୍ୟ -
[ସମ୍ପାଦନା]- ୧. (+ଭାବ ତ) ଦର୍ଶନ —୧. Sight.
- ୨. ଜ୍ଞାନ —୨. Knowledge.
- ୩. (ସାଂଖ୍ୟ ଦର୍ଶନ) ପ୍ରତ୍ୟକ୍ଷ ପ୍ରମାଣ — ୩. (Sāṃkhya philosophy) Direct proof.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଦୃଷ୍ଟ)
[ସମ୍ପାଦନା]ଦୃଷ୍ଟ (ଦେଖ) - Dushṭa (See)