ଦୃଷ୍ଟରଜାଃ
(ଅଦୃଷ୍ଟରଜାଃ—ବିପରୀତ)
ରଜସ୍ୱଳା; ଯେଉଁ ବାଳିକାର ଋତୁ ସ୍ରାବହେଲାଣି — ୧. Arrived at puberty; menstruated (girl).