Jump to content

ଦୃଷ୍ଟାର୍ଥ

ଉଇକିଅଭିଧାନ‌ରୁ

ଦୃଷ୍ଟାର୍ଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଦୃଷ୍ଟ+ଅର୍ଥ)

[ସମ୍ପାଦନା]
୧. ଦର୍ଶନୀୟ ବସ୍ତୁ — ୧. An object of sight.
୨. ଜୀବନରେ ମନୁଷ୍ୟ ଭୋଗ କରିବା ବସ୍ତୁ — ୨. An object of one's enjoyment in the present life.

(ଅଦୃଷ୍ଟାର୍ଥ—ବିପରୀତ)

ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ଯେଉଁ ଶବ୍ଦ ବା ବାକ୍ୟର ଅର୍ଥ ବୁଝାଯାଇ ଥାଏ —୧. (a word or sentence) Of which the meaning has been comprehended.
୨. ଏପରି ଶବ୍ଦ ଶ୍ରବଣ କଲେ ସଂସାରରେ ଥିବା କୌଣସି ପ୍ରତ୍ୟକ୍ଷ ବସ୍ତୁ ବା ବିଷୟର ବୋଧହୁଏ (ହିନ୍ଦୀ - ଶବ୍ଦସାଗର) —୨. (a word) The meaning of which can be comprehended by thinking of something seen or directly perceived by the senses.

[ଦ୍ରଷ୍ଟବ୍ୟ —'ଗଙ୍ଗା' ଏ ଶବ୍ଦ କହିଲେ ଉତ୍ତରଭାରତରେ ପ୍ରତ୍ୟକ୍ଷ ଗୋଟିଏ ଓ ନଦୀର ବୋଧ ଜନ୍ମେ, କିନ୍ତୁ ସ୍ୱର୍ଗ, ନରକ, ଅପ୍ସରାଆଦି ଶବ୍ଦ ଶୁଣିଲେ କୌଣସି ଇନ୍ଦ୍ରିୟପ୍ରତ୍ୟକ୍ଷ ବସୁର ବୋଧ ଜନ୍ମେ ନାହିଁ —ହିନ୍ଦୀ - ଶବ୍ଦସାଗର ଗଙ୍ଗା ଦୃଷ୍ଟାର୍ଥ ଶବ୍ଦ]