ଦୃଷ୍ଟିଆ
ଖାଦ୍ୟ ନିମନ୍ତେ ଅଭିପ୍ରେତ ଯେଉଁ ପର୍ଦାଥରେ ଡାହାଣ ଡାହାଣୀଙ୍କ ଲୋଭଦୃଷ୍ଟି ପଡ଼ିବା ଯୋଗୁଁ ତାହା ବିସ୍ୱାଦ ହୋଇଯାଏ; ଆଖିଦୃଷ୍ଟିଆ —(food) Turned bad or unpalatable owing to having been looked on by sinister eyes.