Jump to content

ଦୃଷ୍ଟିଗୋଚର

ଉଇକିଅଭିଧାନ‌ରୁ

ଦୃଷ୍ଟିଗୋଚର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଦୃଷ୍ଟି+ଗୋଚର)

[ସମ୍ପାଦନା]
୧. ନୟନଗୋଚର; ଆଖିଦ୍ୱାରା ଦେଖାଯାଉ ଥିବା —୧. Seen by the eyes; coming to view.
୨. ଆଖିଦ୍ୱାରା ଯାହା ଦେଖା ଯାଇପାରେ — ୨. Perceptible to the eye; within the range of one's vision; visible.
୩. ଜ୍ଞାତସାରରେ ଆସିଥିବା, ଜ୍ଞାନଗମ୍ୟ — ୩. Which has come to one's notice.