Jump to content

ଦୃଷ୍ଟିପୂତ

ଉଇକିଅଭିଧାନ‌ରୁ

ଦୃଷ୍ଟିପୂତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ଦୃଷ୍ଟି+ ପୂତ=ପବିତ୍ର)

[ସମ୍ପାଦନା]
୧. ନିଜେ ଦେଖିବାଦ୍ୱାରା ଜ୍ଞାତ — ୧. Known by personal observation.
୨. କୌଣସି ବ୍ୟକ୍ତିଙ୍କର ଆଖି ପଡ଼ିବାଦ୍ୱାରା ପବିତ୍ରୀକୃତ — ୨. Hallowed by being looked at by some person.
୩. ଦେଖିବାକୁ ପବିତ୍ର — ୩. Pure in the eyes of a person.
୪. ଯାହାଙ୍କୁ ଦେଖିଲେ ଆଖି ପବିତ୍ର ହୁଏ — ୪. Whose sight makes one pure.