Jump to content

ଦୃଷ୍ଟିରେ ଆସିବା

ଉଇକିଅଭିଧାନ‌ରୁ

ଦୃଷ୍ଟିରେ ଆସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଖି ଆଗରେ ପଡ଼ିଯିବା — ୧. To come to sight.
୨. ଦେଖାଯିବା —୨. To be seen.
୩. ନିଜର ତତ୍ୱାବଧାନରେ ରହିବା — ୩. To be under one's care.
୪. ଜ୍ଞାନଗୋଚର ହେବା — ୪. To come under one's notice.